ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରାଜକୁମାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରାଜକୁମାର   ବିଶେଷ୍ୟ

ଅର୍ଥ : ରାଜାଙ୍କର ପୁତ୍ର

ଉଦାହରଣ : ରାଜାଙ୍କ ପରେ ରାଜକୁମାରଙ୍କର ହିଁ ତାଙ୍କ ସିଂହାସନ ଉପରେ ଅଧିକାର ଥାଏ ନେପାଳର ରାଜକୁମାର ଶାହୀ ପରିବାରକୁ ହତ୍ୟା କଲେ ଏବଂ ନିଜେ ନିଜ ଗୁଳିର ଶିକାର ହୋଇଗଲେ

ସମକକ୍ଷ : ରଜାପୁଅ, ରାଜପୁତ୍ର, ରାଜାପୁଅ

वह जो राजा का पुत्र हो।

राजा के बाद राजकुमार का ही उसकी गद्दी पर अधिकार होता है।
नेपाल के राजकुमार ने शाही परिवार की हत्या की और खुद अपनी गोली के शिकार हो गए।
कुँअर, कुँवर, कुंवर, नृपात्मज, राजकुँवर, राजकुंवर, राजकुमार, राजपुत्र, राजपूत, शहज़ादा, शहजादा, शाहज़ादा, शाहजादा

A male member of a royal family other than the sovereign (especially the son of a sovereign).

prince

ଅର୍ଥ : ବାଦଶାହାଙ୍କ ପୁଅ

ଉଦାହରଣ : କେତେକ ଶାହାଜାଦା ନିଜ ବାପାଙ୍କୁ ବନ୍ଦୀ କରି ନିଜେ ବାଦଶାହା ହୋଇ ଯାଉଥିଲେ

ସମକକ୍ଷ : ଶାହଜାଦ, ଶାହାଜାଦା