ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରହସ୍ୟ ପ୍ରକାଶନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରହସ୍ୟ ପ୍ରକାଶନ   ବିଶେଷ୍ୟ

ଅର୍ଥ : କୌଣସି ରହସ୍ୟକୁ ଉଦ୍‌ଘାଟିତ କରିବା କାର୍ଯ୍ୟ

ଉଦାହରଣ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଚାନକ ନିରୁଦ୍ଦିଷ୍ଟ ହେବାର ରହସ୍ୟୋଦ୍‌ଘାଟନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ

ସମକକ୍ଷ : ରହସ୍ୟ ପ୍ରକଟନ, ରହସ୍ୟ ପ୍ରଘଟନ, ରହସ୍ୟୋଦ୍‌ଘାଟନ

किसी के रहस्य को उद्घाटित करने का कार्य।

नेताजी सुभाष चंद्र बोस के अचानक लापता होने का रहस्योद्घाटन आज तक नहीं हुआ।
परदाफ़ाश, परदाफाश, पर्दाफ़ाश, पर्दाफाश, भँडफोड़, भंडा-फोड़, भंडाफोड़, रहस्य प्रकटन, रहस्य प्रकाशन, रहस्य प्रगटन, रहस्योद्घाटन, लीक

The speech act of making something evident.

disclosure, revealing, revelation