ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରଞ୍ଜିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରଞ୍ଜିତ   ବିଶେଷଣ

ଅର୍ଥ : ଯାହା ରଙ୍ଗ କରାଯାଇଛି

ଉଦାହରଣ : ଝିଅଟିର ମେହେନ୍ଦି ରଞ୍ଜିତ ହାତ ଅତି ସୁନ୍ଦର ଦିଶୁଥିଲା

ସମକକ୍ଷ : ଅନୁରଞ୍ଜିତ, ଅଭିରଞ୍ଜିତ

रंगा हुआ।

दुल्हन ने अपने मेंहदी रंजित पाँव डोली से जमीन पर रखे।
अनुरंजित, अनुरञ्जित, अभिरंजित, अभिरञ्जित, रंजित, रंञ्जित