ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ରକ୍ତ ପାଣି ଫଟାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ରକ୍ତ ପାଣି ଫଟାଇବା   କ୍ରିୟାପଦ

ଅର୍ଥ : ଅତ୍ୟଧିକ ପରିଶ୍ରମ କରିବା

ଉଦାହରଣ : ସେ ଦଶମ ଶ୍ରେଣୀ ପରୀକ୍ଷା ପାସ୍‌ କରିବା ନିମନ୍ତେ ଅତି ପରିଶ୍ରମ କରୁଛି

ସମକକ୍ଷ : ଅତି ପରିଶ୍ରମ କରିବା, କଠିନ ପରିଶ୍ରମ କରିବା, ଦିନରାତି ଏକ କରିବା

अत्याधिक मेहनत करना।

वह दसवीं की परीक्षा पास करने के लिए अति परिश्रम कर रहा है।
अति परिश्रम करना, ख़ून पसीना एक करना, ज़मीन आसमान एक करना