ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୋଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୋଡ଼   ବିଶେଷ୍ୟ

ଅର୍ଥ : ଦୁଇ ବା ଅଧିକ ଅଙ୍ଗ, ବସ୍ତୁ ଆଦି ଯୋଡ଼ି ହେବାର ସ୍ଥାନ

ଉଦାହରଣ : ଲୁଗାର ଯୋଡ଼ ଜାଗାଟି ଫାଟି ଯାଇଛି

ସମକକ୍ଷ : ସନ୍ଧି ସ୍ଥଳ

दो या दो से अधिक अंगों, पुरजों या वस्तुओं आदि के जुड़ने का स्थान।

कपड़े का जोड़ फट चुका है।
जोड़, संधि, संधि स्थल, सन्धि, सन्धि स्थल

The place where two or more things come together.

junction

ଅର୍ଥ : ଏକ ରୁ ଅଧିକ ସଂଖ୍ୟାକୁ ମିଶାଇବା କ୍ରିୟା

ଉଦାହରଣ : ସବୁ ସଂଖ୍ୟାର ମିଶାଣ ଫଳ କେତେ ?

ସମକକ୍ଷ : ମିଶାଣ, ଯୋଗ, ଯୋଗକରଣ

एक से अधिक संख्याओं को जोड़ने की क्रिया।

इन अंकों का जोड़ सावधानीपूर्वक करना।
जमा, जुड़ाई, जोग, जोड़, जोड़ कर्म, जोड़ाई, योग, योगकरण