ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୋଡି ଖେଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୋଡି ଖେଳ   ବିଶେଷ୍ୟ

ଅର୍ଥ : ବ୍ୟାଡମିଣ୍ଟନ, ଟେନିସ୍ ଆଦିର ସେହି ଖେଳ ଯେଉଁଥିରେ ଦୁଇପକ୍ଷରୁ ଦୁଇଦୁଇ ଜଣ ଖେଳାଳି ରହିଥାନ୍ତି

ଉଦାହରଣ : ଲିଏଣ୍ଡର ପେସ୍ ଓ ମହେଶ ଭୂପତିଙ୍କ ଯୋଡି ଅଷ୍ଟ୍ରେଲିଆ ଓପନ୍ ଟେନିସ୍ ଟୁନାମେଣ୍ଟର ଡବଲସରୁ ଫାଇନାଲରେ ପହଞ୍ଚିଛନ୍ତି

ସମକକ୍ଷ : ଡବଲସ୍‌

बैडमिंटन, टेनिस आदि का वह खेल जिसमें दोनों तरफ़ दो-दो खिलाड़ी होते हैं।

लिएंडर पेस और महेश भूपति की जोड़ी ऑस्ट्रेलियाई ओपन टेनिस टूर्नामेंट के डबल्स के फाइनल में पहुँच चुकी है।
डबल्स, दो-दो का खेल