ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୁଦ୍ଧବିରତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୁଦ୍ଧବିରତି   ବିଶେଷ୍ୟ

ଅର୍ଥ : ଏପରି ଅବସ୍ଥା ଯେଉଁଥିରେ ଦୁଇ ବା ଦୁଇରୁ ଅଧିକ ଦେଶ ପାରସ୍ପରିକ ଲଢ଼େଇ ଛାଡ଼ି ଶାନ୍ତିପାଇଁ ପ୍ରୟାସ କରନ୍ତି

ଉଦାହରଣ : ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିର ପ୍ରୟାସ ଅସଫଳ ହେଲା

ସମକକ୍ଷ : ଅସ୍ତ୍ରବିରତି, ଯୁଦ୍ଧବିରାମ

ऐसी अवस्था जिसमें दो या दो से अधिक देश आपसी लड़ाई छोड़कर शांति का प्रयास करें।

इज़राइल और पेलेस्टाइन के बीच हुए अस्त्र विराम का प्रयास असफल रहा।
अस्त्र विराम, जंगबंदी, जंगबन्दी, युद्ध विराम, युद्ध स्थगन, युद्धबंदी, युद्धबन्दी, युद्धविराम, संघर्षविराम

A state of peace agreed to between opponents so they can discuss peace terms.

armistice, cease-fire, truce