ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯୁଆଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯୁଆଳି   ବିଶେଷ୍ୟ

ଅର୍ଥ : ଯୋଚା ଯାଇଥିବା ପଶୁମାନଙ୍କ ଗଳାର ଦଉଡ଼ି ଯାହାର ଗୋଟିଏ ପାଖ ପଶୁର ଗଳାରେ ବନ୍ଧା ହୋଇଥାଏ ଏବଂ ଅନ୍ୟପଟଟି ପଶୁ ଯୋଚା ହୋଇଥିବା ବସ୍ତୁରେ ବନ୍ଧା ହୋଇଥାଏ

ଉଦାହରଣ : କୃଷକ ବଳଦକୁ ବଳଦଗାଡ଼ିରେ ଯୋଚି ଯୁଆଳିରେ ବାନ୍ଧିଛି

ସମକକ୍ଷ : ଯୁଆକିଳା

जोते जाने वाले पशुओं के गले की रस्सी या पट्टा जिसका एक छोर पशु के गले में बँधा रहता है और दूसरा जुए से बँधा होता है।

किसान बैल को बैलगाड़ी में जोतकर जोता लगा रहा है।
जोत, जोतनी, जोता, नागल, मजीठी

Either of two lines that connect a horse's harness to a wagon or other vehicle or to a whiffletree.

trace