ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାଞ୍ଚର ପରିଣାମ ବାହାରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ପରୀକ୍ଷା କରିବା ସମୟରେ ଗୋଟିଏ ଗୋଟିଏ ବିଶିଷ୍ଟତା ବା ଲକ୍ଷଣ ଦର୍ଶାଇବା

ଉଦାହରଣ : ଏଚ୍.ଆଇ.ଭି.ପାଇଁ ତାଙ୍କ ପରୀକ୍ଷଣର ପରିଣାମ ଧନାତ୍ମକ ବାହାରିଲା

ସମକକ୍ଷ : ପରୀକ୍ଷଣର ପରିଣାମ ବାହାରିବା, ପରୀକ୍ଷଣର ପରିଣାମ ମିଳିବା

* परीक्षण होने पर एक एक विशेष विशिष्टता या लक्षण दर्शाना।

एचआईवी के लिए उसका परीक्षण परिणाम धनात्मक निकला।
जाँच परिणाम निकलना, परीक्षण परिणाम निकलना

Show a certain characteristic when tested.

He tested positive for HIV.
test