ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯାଚିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯାଚିତ   କ୍ରିୟା ବିଶେଷଣ

ଅର୍ଥ : ମାଗିକରି ବା ଯାଚନାଦ୍ୱାରା

ଉଦାହରଣ : ମୁଁ ଏହି ଜିନିଷ ମାଗିକରି ଆଣିଛି

ସମକକ୍ଷ : ମାଗିକରି

माँग करके या याचना द्वारा।

मैं यह वस्तु माँगकर लाया हूँ।
माँगकर, याचिततः

On the occasion of a request.

Advice was free for the asking.
for the asking, on request

ଯାଚିତ   ବିଶେଷଣ

ଅର୍ଥ : ଯାହା ମଗାଯାଇଥାଏ

ଉଦାହରଣ : ଯାଚିତ ବସ୍ତୁ ମିଳିବା ମାତ୍ରେ ହିଁ ଶ୍ୟାମ ଖୁସି ହୋଇଗଲା୤

माँगा हुआ।

याचित वस्तु मिलते ही श्याम हर्षित हो गया।
अभियाचित, अभ्यर्थित, अर्थित, अर्दित, आयाचित, माँगा, याचित, वनित