ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଯଥାର୍ଥବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଯଥାର୍ଥବାଦ   ବିଶେଷ୍ୟ

ଅର୍ଥ : ଯେଉଁ ଦାର୍ଶନିକ ବିଶ୍ୱାସ ବା ସିଦ୍ଧାନ୍ତ ଅନୁସାରେ ଭୌତିକ ଜଗତର ସ୍ୱତନ୍ତ୍ର ସତ୍ତା ବା ଅସ୍ତିତ୍ୱ ରହିଛି ଓ ଭୌତିକ ତତ୍ତ୍ୱରୁ ଆମକୁ ସମସ୍ତ ଜ୍ଞାନ ପ୍ରାପ୍ତହୁଏ

ଉଦାହରଣ : ଯଥାର୍ଥବାଦ ଆଦର୍ଶବାଦର ଠିକ ବିପରୀତ

यह दार्शनिक विश्वास या सिद्धांत कि भौतिक जगत की स्वतंत्र सत्ता या अस्तित्व है और हमें सारा ज्ञान भौतिक तत्वों से होता है।

यथार्थवाद आदर्शवाद के ठीक विपरीत है।
यथार्थवाद

(philosophy) the doctrine that the world can be understood in scientific terms without recourse to spiritual or supernatural explanations.

naturalism