ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋହର ମାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋହର ମାଳ   ବିଶେଷ୍ୟ

ଅର୍ଥ : ବେକରେ ପିନ୍ଧାଯିବାର ଏକ ଗହଣା ଯେଉଁଥିରେ ମୁଦ୍ରା ବା ମୁଦ୍ରା ଭଳି ଗୋଲ ବସ୍ତୁମାନ ଲାଗିଥାଏ

ଉଦାହରଣ : ମୀରା ଗଳାରେ ମୋହର ମାଳ ଶୋଭା ପାଉଛି

ସମକକ୍ଷ : ହମେଲ, ହୁମେଲ, ହୈକଲ

गले में पहनने का एक गहना जिसमें सिक्के या सिक्कों जैसी गोल वस्तुएँ लगी होती हैं।

मीरा के गले में हैकल सुशोभित है।
मोहर-माल, हमेल, हुमेल, हैकल

Jewelry consisting of a cord or chain (often bearing gems) worn about the neck as an ornament (especially by women).

necklace