ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋଟିଆକାମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋଟିଆକାମ   ବିଶେଷ୍ୟ

ଅର୍ଥ : କୁଲିର କାମ

ଉଦାହରଣ : ମୋ ବାପ ଦାଦା କୁଲିଗିରି କରୁଥିଲେ

ସମକକ୍ଷ : କୁଲିକାମ, କୁଲିଗିରି

कुली का काम।

मेरे बाप दादा कुलीगिरी करते थे।
क़ुलीगिरी, कुलीगिरी

ଅର୍ଥ : ମୋଟିଆର କାମ

ଉଦାହରଣ : ମୋତେ ମୋଟିଆକାମ ଭଲ ଲାଗୁନାହିଁ କିନ୍ତୁ ପେଟପାଇଁ କରିବାକୁ ପଡ଼ୁଛି

ସମକକ୍ଷ : କୁଲିକାମ, ଖଲାସୀକାମ

हमाल का काम।

मुझे हमाली अच्छी नहीं लगती पर पेट के लिए करता हूँ।
हमाली, हम्माली

ଅର୍ଥ : ବସ୍ତା ଉଠାଇ ଅନ୍ୟ କେଉଁଠି ପହଞ୍ଚେଇବାର କାମ

ଉଦାହରଣ : ମହେଶ ମୋଟିଆକାମପାଇଁ ପଚାଶ ଟଙ୍କା ମାଗୁଛି

ସମକକ୍ଷ : ବୋଝିଆକାମ

थैली उठाकर कहीं पहुँचाने का काम।

महेश थैलीबरदारी के लिए पचास रुपये माँग रहा है।
थैलीबरदारी