ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋଟା   ବିଶେଷଣ

ଅର୍ଥ : ତଳରୁ ଉପର ପର୍ଯ୍ୟନ୍ତ ସମାନ ରୂପରେ ମୋଟା

ଉଦାହରଣ : ସେ ଥଣ୍ଡାରୁ ରକ୍ଷାପାଇବାପାଇଁ ଗୋଟିଏ ମୋଟା କମ୍ବଳ ଘୋଡ଼େଇ ହେଲା

नीचे से लेकर ऊपर तक समान रूप से मोटा।

चोटियों पर मोटी बर्फ जमी हुई है।
उसने ठंड से बचने के लिए एक मोटा कंबल ओढ़ लिया।
मोटा

ଅର୍ଥ : ଫୁଲିଯାଇଥିବା ବା ସ୍ଥୂଳ ଶରୀରର ବା ଅତ୍ୟଧିକ ମାଂସ ଯୁକ୍ତ

ଉଦାହରଣ : ସୂମୋ ପହିଲିମାନ ବହୁତ ମୋଟା ହୋଇଛିମୋଟା ଲୋକମାନଙ୍କୁ ହୃଦ ରୋଗର ବିପଦ ଅଧିକ ଥାଏ

ସମକକ୍ଷ : ସ୍ଥୂଳ, ସ୍ଥୂଳକାୟ

फूले हुए या स्थूल शरीर वाला या अत्यधिक मांस वाला।

सूमो पहलवान बहुत मोटे होते हैं।
मोटे लोगों को हृदयरोग का खतरा अधिक होता है।
अस्थूल, पीवर, मोटा, स्थूल, स्थूलकाय

ଅର୍ଥ : ମଜବୁତ ଶରୀରର

ଉଦାହରଣ : ଏକ ପତଳା ପହିଲିବାନ ଏକ ତାଗଡ଼ା ପହିଲିବାନକୁ ଧୂଳି ଚଟେଇ ଦେଲା

ସମକକ୍ଷ : ତାଗଡ଼ା, ପୃଥୁଳ, ହୃଷ୍ଟ ପୁଷ୍ଟ

ଅର୍ଥ : ଯାହାର ଚୁନା ବା ଗୁଣ୍ଡ ଚିକ୍କଣ ନୁହେଁ

ଉଦାହରଣ : ଖଦଡ଼ା ଅଟାରେ ରୋଟି ଭଲ ଫୁଲେ ନାହିଁ

ସମକକ୍ଷ : ଖଣ୍ଡଖଣ୍ଡିଆ, ଖଦଡ଼ା

जिसके कण या रवे महीन न हों।

दरदरे आटे की रोटी अच्छी नहीं बनती।
दरदरा, मोटा

ଅର୍ଥ : ସାଧାରଣ ବା ଯାହା ଭଲ ନୁହେଁ

ଉଦାହରଣ : ଦରିଦ୍ରମାନେ ମୋଟା ଶସ୍ୟରେ ହିଁ କାମ ଚଳାଇ ନିଅନ୍ତି

ସମକକ୍ଷ : ବଗଡ଼ା

साधारण या घटिया।

ग़रीबी में मोटा आनाज से ही काम चला लेते हैं।
मोटा

Moderate to inferior in quality.

They improved the quality from mediocre to above average.
mediocre, second-rate