ଅର୍ଥ : ଭାରତର ନାଗାଲାଣ୍ଡ ରାଜ୍ୟର ଏକ ଜିଲ୍ଲା
ଉଦାହରଣ :
ମୋକୋକଚୁଙ୍ଗ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ମୋକୋକଚୁଙ୍ଗ ସହରରେ ଅବସ୍ଥିତ
ସମକକ୍ଷ : ମୋକୋକଚୁଂଗ ଜିଲ୍ଲା, ମୋକୋକଚୁଙ୍ଗ, ମୋକୋକଚୁଙ୍ଗ ଜିଲ୍ଲା
ଅର୍ଥ : ଭାରତର ନାଗାଲାଣ୍ଡ ରାଜ୍ୟର ଏକ ସହର
ଉଦାହରଣ :
ଆଜି ମୋକୋକଚୁଙ୍ଗ ସହରରେ ନାଗା ନେତାମାନଙ୍କ ବୈଠକ ହେଉଛି
ସମକକ୍ଷ : ମୋକୋକଚୁଂଗ ସହର, ମୋକୋକଚୁଙ୍ଗ, ମୋକୋକଚୁଙ୍ଗ ସହର