ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମେଜର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମେଜର   ବିଶେଷ୍ୟ

ଅର୍ଥ : ସେନାବାହିନୀର ଜଣେ ବଡ଼ ପଦାଧିକାରୀ

ଉଦାହରଣ : ଶ୍ୟାମର ପିତା ସ୍ଥଳସେନାରେ ମେଜର ଅଛନ୍ତି

सेना का एक बड़ा अधिकारी।

श्याम के पिता थलसेना में मेजर हैं।
मेजर

A commissioned military officer in the United States Army or Air Force or Marines. Below lieutenant colonel and above captain.

major

ଅର୍ଥ : ଯେଉଁ ଇଂରେଜ ରାଜନୀତିଜ୍ଞ ଉଣେଇଶ ନବେରୁ ଊଣେଇଶ ସତାନବେ ପର୍ଯ୍ୟନ୍ତ ୟୁନାଇଟେଡ଼ କିଙ୍ଗଡ଼ମର ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ

ଉଦାହରଣ : ଉଣେଇଶ ତେୟାଳିଶ ମସିହାରେ ମେଜରଙ୍କ ଜନ୍ମ ହୋଇଥିଲା

ସମକକ୍ଷ : ଜନ୍‌ ଆର ମେଜର, ଜନ୍‌ ମେଜର

* एक अंग्रेज-राजनीतिज्ञ जो उन्नीस सौ नब्बे से उन्नीस सौ सत्तानवे तक यूनाइटेड किंगडम के प्रधानमंत्री भी रहे।

मेजर का जन्म उन्नीस सौ तैंतालिस में हुआ था।
जान आर मेजर, जान मेजर, जान राय मेजर, जॉन आर मेजर, जॉन मेजर, जॉन राय मेजर, मेजर

ଅର୍ଥ : ବିଶ୍ୱବିଦ୍ୟାଳୟର ଯେଉଁ ବିଦ୍ୟାର୍ଥୀ କୌଣସି ବିଶେଷ ବିଷୟ ପଠନ କରୁଛି

ଉଦାହରଣ : ସେ ଭାଷାବିଜ୍ଞାନର ମେଜର

* वह विश्वविद्यालयी विद्यार्थी जो किसी विशेष विषय की पढ़ाई कर रहा हो।

वह भाषाविज्ञान की मेजर है।
मेजर

A university student who is studying a particular field as the principal subject.

She is a linguistics major.
major