ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୃଗୟା କ୍ଷେତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୃଗୟା କ୍ଷେତ୍ର   ବିଶେଷ୍ୟ

ଅର୍ଥ : ଯେଉଁ ସ୍ଥାନରେ ଶିକାର କରାଯାଏ

ଉଦାହରଣ : ଆଗ କାଳରେ ରାଜାମାନେ ଶିକାର କରିବା ନିମନ୍ତେ ମୃଗୟା_ବନକୁ ଯାତ୍ରା କରୁଥିଲେ

ସମକକ୍ଷ : ଆଖେଟ ବନ, ମୃଗୟା ବନ

वह स्थान जहाँ शिकार किया जाता है।

पहले के राजा-महाराजा शिकार करने के लिए आखेट वन जाया करते थे।
आखेट वन, आखेट स्थल, मृग कानन, मृगया क्षेत्र, शिकारगाह

An area in which game is hunted.

hunting ground

ଅର୍ଥ : ଶିକାର କରିବା ସ୍ଥାନ

ଉଦାହରଣ : ରାଜାମାନଙ୍କପାଇଁ ବଡ଼ବଡ଼ ଜଙ୍ଗଲ ହିଁ ମୃଗୟା କ୍ଷେତ୍ର ଥିଲା

ସମକକ୍ଷ : ମୃଗୟା ସ୍ଥଳ