ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୃଗୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୃଗୀ   ବିଶେଷ୍ୟ

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ମୃଗୀର ପ୍ରତ୍ୟେକ ପାଦରେ ଗୋଟିଏ ରଗଣ ହୋଇଥାଏ

ସମକକ୍ଷ : ପ୍ରିୟାବୃତ୍ତ

एक वर्णवृत्त।

मृगी के प्रत्येक चरण में एक रगण होता है।
प्रियावृत्त, मृगी

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ମାଈ ହରିଣ

ଉଦାହରଣ : ହରିଣୀଟି ଚିଡ଼ିଆଖାନାରେ ଡିଆଁଡ଼େଇଁ କରୁଛି

ସମକକ୍ଷ : କୁରଙ୍ଗୀ, ମୃଗୁଣୀ, ହରିଣୀ

मादा हिरण।

हिरणी चिड़ियाघर में कुलाँचें भर रही थी।
कुरंगिन, कुरंगी, मृगिनी, मृगी, हरनी, हरिणी, हिरणी, हिरनी

ଅର୍ଥ : କ୍ରୋଧବଶାଙ୍କ ଗର୍ଭରେ ଜନ୍ମ ହୋଇଥିବା କଶ୍ୟପ ଋଷିଙ୍କ ଜଣେ କନ୍ୟା

ଉଦାହରଣ : ପୁଲହ ଋଷିଙ୍କ ବିବାହ ମୃଗୀଙ୍କ ସହ ହୋଇଥିଲା

कश्यप ऋषि की एक पुत्री जो क्रोधवशा के गर्भ से उत्पन्न हुई थी।

मृगी का विवाह पुहल ऋषि के साथ हुआ था।
मृगी

An imaginary being of myth or fable.

mythical being