ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୃଗଶିରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୃଗଶିରା   ବିଶେଷ୍ୟ

ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ମୃଗଶିରା ନକ୍ଷତ୍ରରେ ଥାଆନ୍ତି

ଉଦାହରଣ : ସେ ମୃଗଶିରା ନକ୍ଷତ୍ରରେ ଗୃହ ପ୍ରବେଶର ଆୟୋଜନ କରିଛନ୍ତି

ସମକକ୍ଷ : ମୃଗଶିରା ନକ୍ଷତ୍ର

वह काल जब चन्द्रमा मृगशिरा नक्षत्र में होता है।

उसने मृगशिरा नक्षत्र में गृह प्रवेश का आयोजन किया है।
आग्रहायण, तारामृग, मार्ग, मृग, मृगशिरा, मृगशिरा नक्षत्र, मृगोत्तम, शशिदैव, सोमदैवत

ଅର୍ଥ : ସତେଇଶ ନକ୍ଷତ୍ର ମଧ୍ୟରୁ ପଞ୍ଚମ ନକ୍ଷତ୍ର

ଉଦାହରଣ : ମୃଗଶିରା ରୋହିଣୀ ପରବର୍ତ୍ତୀ ନକ୍ଷତ୍ର

ସମକକ୍ଷ : ମୃଗଶିରାନକ୍ଷତ୍ର

सत्ताईस नक्षत्रों में से पाँचवाँ।

मृगशिरा रोहिणी के बाद का नक्षत्र है।
आग्रहायण, तारामृग, मार्ग, मृग, मृगशिरा, मृगशिरा नक्षत्र, मृगोत्तम, शशिदैव, सोमदैवत