ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିଲରୁ ଫସଲ କାଟୁଥିବା ମଜୁରିଆ
ଉଦାହରଣ : ଏକ ଏକର ଫସଲ କାଟିବାପାଇଁ ଦଶଜଣ କଟାଳି ଲାଗିଛନ୍ତି
ସମକକ୍ଷ : କଟାଳି, ମଜୁରିଆ
खेत की फसल काटनेवाला मजदूर।
ଅର୍ଥ : ଯେ ଅନ୍ୟପାଇଁ ଶାରୀରିକ ଶ୍ରମ କରି ନିଜର ପେଟ ପୋଷେ
ଉଦାହରଣ : ଶ୍ରମିକମାନେ କେନାଲ ଖୋଳୁଛନ୍ତି
ସମକକ୍ଷ : ମଜୁରିଆ, ଶ୍ରମଜୀବୀ, ଶ୍ରମିକ
वह जो दूसरों के लिए शारीरिक श्रम का कार्य करके अपना पेट पालता हो।
An employee who performs manual or industrial labor.
ସଂସ୍ଥାପନ କରନ୍ତୁ