ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂତ   ବିଶେଷ୍ୟ

ଅର୍ଥ : ମୂତ୍ରାଶୟରୁ ନିର୍ଗତ ହେଉଥିବା ତରଳ, ଦୁର୍ଗନ୍ଧ, ବିଷାକ୍ତ ପଦାର୍ଥ

ଉଦାହରଣ : ଚିକିତ୍ସାଶାସ୍ତ୍ରରେ ମୂତ୍ର ସେବନର ବିଧି ମଧ୍ୟ ରହିଛି

ସମକକ୍ଷ : ପରିସ୍ରା, ପିସାବ, ପ୍ରସ୍ରାବ, ମୂତ୍ର

शरीर से उत्सर्जित वह दुर्गन्धमय तरल विषैला पदार्थ जो उपस्थ मार्ग या जननेंद्रिय से निकलता है।

वैद्यक में मूत के सेवन का भी विधान है।
कारूरा, पेशाब, मूत, मूत्र, मेह, यूरिन

Liquid excretory product.

There was blood in his urine.
The child had to make water.
pee, piddle, piss, urine, water, weewee

ଅର୍ଥ : ମୂତିବା ନିମନ୍ତେ ତୀବ୍ର ଇଚ୍ଛା ହେବାର ପ୍ରକ୍ରିୟା

ଉଦାହରଣ : ପିଲାଟିକୁ ମୂତ ଲାଗିଲା

ସମକକ୍ଷ : ପରିଶ୍ରା, ପ୍ରସ୍ରାବ, ମୂତ୍ର

मूतने की तीव्र इच्छा होने की क्रिया।

बच्चे को मुतास लगी है।
मुतवास, मुतास