ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୂତ୍ରବିଜ୍ଞାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୂତ୍ରବିଜ୍ଞାନ   ବିଶେଷ୍ୟ

ଅର୍ଥ : ଗୋଟିଏ ଆୟୁର୍ବିଜ୍ଞାନ ଗ୍ରନ୍ଥ

ଉଦାହରଣ : ଜାନୁକର୍ଣ୍ଣ ଋଷି ମୂତ୍ରବିଜ୍ଞାନର ରଚୟିତା

ସମକକ୍ଷ : ମୂତ୍ର ବିଜ୍ଞାନ

एक आयुर्वेदिक ग्रंथ।

मूत्रविज्ञान के रचयिता जानुकर्ण ऋषि हैं।
मूत्र विज्ञान, मूत्र-विज्ञान, मूत्रविज्ञान

ଅର୍ଥ : ଯେଉଁ ବିଜ୍ଞାନରେ ମୂତ୍ର ପରୀକ୍ଷା ପାଇଁ ଅନେକ ପ୍ରଣାଳୀର ପରୀକ୍ଷା ହୋଇଥାଏ

ଉଦାହରଣ : ପିଉସା ମୂତ୍ରବିଜ୍ଞାନର ବିଶେଷଜ୍ଞ

ସମକକ୍ଷ : ମୂତ୍ର ବିଜ୍ଞାନ, ୟୁରୋଲଜି

वह विज्ञान जिसमें मूत्र परीक्षण की अनेक प्रणालियों का विवेचन होता है।

फूफाजी मूत्रविज्ञान के विशेषज्ञ हैं।
मूत्र विज्ञान, मूत्र-विज्ञान, मूत्रविज्ञान

The branch of medicine that deals with the diagnosis and treatment of disorders of the urinary tract or urogenital system.

urogenital medicine, urology