ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଲତାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଲତାନୀ   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ଚିକ୍କଣିଆ ମାଟି

ଉଦାହରଣ : ସେ ପ୍ରତିଦିନ ମୁଲତାନୀ ମାଟିରେ ନିଜ ବାଳ ଧୁଏ

ସମକକ୍ଷ : ମୁଲତାନୀ ମାଟି

एक प्रकार की चिकनी मिट्टी।

वह प्रतिदिन मुल्तानी मिट्टी से अपने बाल धोता है।
आसंग, आसङ्ग, मुल्तानी, मुल्तानी मिट्टी

An absorbent soil resembling clay. Used in fulling (shrinking and thickening) woolen cloth and as an adsorbent.

fuller's earth

ମୁଲତାନୀ   ବିଶେଷଣ

ଅର୍ଥ : ମୁଲତାନର ବା ମୁଲତାନ ସମ୍ବନ୍ଧୀୟ

ଉଦାହରଣ : ଛିଟ ଛାପିବା ପୂର୍ବରୁ ଲୁଗାକୁ ମୁଲତାନୀ ମାଟିରେ ରଙ୍ଗାଯାଏ

मुलतान का या मुलतान संबंधी।

छींट छापने से पूर्व कपड़े को मुलतानी मिट्टी से रंगी जाती है।
मुलतानी