ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁରୁଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁରୁଜ   ବିଶେଷ୍ୟ

ଅର୍ଥ : ମାଙ୍ଗଳିକ କାର୍ଯ୍ୟ ଅବସରରେ ଅଟା, ଅବିରଆଦି ଗାରରେ ତିଆରି ହୋଇଥିବା ଚିତ୍ର

ଉଦାହରଣ : ସେ ବହୁତ ସୁନ୍ଦର ମୁରୁଜ ପକାଏ

मंगल अवसरों पर आटे, अबीर आदि की लकीरों से बना चित्रण।

वह बहुत ही सुंदर अल्पना बनाती है।
अल्पना, चौक, चौका

ଅର୍ଥ : ମାଟି ଉପରେ ମୁରୁଜ ଚୂନାରେ ତିଆରି କରାଯାଇଥିବା ଚିତା

ଉଦାହରଣ : ମହେଶ ମୁରୁଜ ପ୍ରତିଯୋଗିତାରେ ପ୍ରଥମ ହେଲା

ସମକକ୍ଷ : ରଙ୍ଗୋଲୀ

ज़मीन पर रंगोली के चूर्ण से भरकर बनाई गई चित्रकारी।

महेश रंगोली प्रतियोगिता में प्रथम आया।
रंगोली

ଅର୍ଥ : ଭୂଇଁରେ ସୁନ୍ଦର ଆକୃତି କରିବାପାଇଁ ବ୍ୟବହାର ହେଉଥିବା ଏକ ପ୍ରକାରର ପଥର, ଚାଉଳ ଆଦିର ଖଦଡ଼ିଆ ଚୂନା

ଉଦାହରଣ : ସେ ଦୋକାନରୁ ଅନେକ ରଙ୍ଗର ମୁରୁଜ କିଣିଲା

ସମକକ୍ଷ : ରଙ୍ଗୋଲୀ

एक प्रकार के पत्थर, चावल आदि का खुरदुरा चूर्ण जो ज़मीन पर सुंदर आकृति बनाने के लिए उपयोग में लाया जाता है।

वह दुकान से कई रंगों की रंगोली खरीदा।
रंगोली