ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଦ୍ରା ବିନିମୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଦ୍ରା ବିନିମୟ   ବିଶେଷ୍ୟ

ଅର୍ଥ : ଭିନ୍ନ ଭିନ୍ନ ଦେଶମାନଙ୍କର ମୁଦ୍ରାର ଆପେକ୍ଷିକ ମୂଲ୍ୟ ସ୍ଥିର କରିବା ଏବଂ ଯାହା ଅନୁସାରେ ହାତକରଜ ଦିଆନିଆହୁଏ

ଉଦାହରଣ : ଭାରତ ଏବଂ ଆମେରିକା ମଧ୍ୟରେ ମୁଦ୍ରା ବିନିମୟ ପ୍ରକ୍ରିୟା ଚାଲୁରହିଛି

स्थिर आपेक्षिक मूल्य के अनुसार भिन्न-भिन्न देशों की मुद्राओं का पारस्परिक परिवर्तन।

भारत और अमेरिका के बीच मुद्रा विनिमय जारी है।
मुद्रा विनिमय, मुद्रा-विनिमय, विनिमय

Reciprocal transfer of equivalent sums of money (especially the currencies of different countries).

He earns his living from the interchange of currency.
exchange, interchange