ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଦ୍ରାସ୍ଫୀତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଦ୍ରାସ୍ଫୀତି   ବିଶେଷ୍ୟ

ଅର୍ଥ : କୌଣସି ଦେଶରେ କାଗଜ ମୁଦ୍ରା ବା ନୋଟ ଆଦିର ଅପେକ୍ଷାକୃତ ବହୁତ ଅଧିକ ପ୍ରଚଳନ ହେବାର ବା କୃତ୍ରିମ ରୂପରେ ମୁଦ୍ରା ବହୁତ ବଢ଼ିଯିବାର ସ୍ଥିତି ଯେଉଁଥିରେ ମୁଦ୍ରାର ମୂଲ୍ୟ ବହୁତ କମିଯିବା ସହିତ ଜିନିଷପତ୍ରର ମୂଲ୍ୟ ବହୁତ ବଢ଼ିଯାଏ

ଉଦାହରଣ : ଆମେରିକାରେ ହୋଇଥିବା ବମ୍‌ ବିସ୍ଫୋରଣଯୋଗୁଁ ମୁଦ୍ରାସ୍ଫୀତିରେ ବହୁତ ହ୍ରାସବୃଦ୍ଧି ହୋଇଛି

किसी देश में काग़ज़ी मुद्रा या नोटों आदि का अपेक्षाकृत बहुत अधिक प्रचलन होने अथवा कृत्रिम रूप से मुद्रा के बहुत बढ़ जाने की स्थिति जिससे मुद्रा का मूल्य बहुत घट जाता है और वस्तुओं के मूल्य बहुत बढ़ जाते हैं।

अमेरिका में हुए बम विस्फोट से मुद्रास्फीति में काफ़ी उतार-चढ़ाव आया।
मुद्रा स्फीति, मुद्रा-स्फीति, मुद्रास्फीति

A general and progressive increase in prices.

In inflation everything gets more valuable except money.
inflation, rising prices