ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଙ୍ଗୁଳିରେ ପିନ୍ଧାଯାଉଥିବା ଏକ ପ୍ରକାର ଆଭୂଷଣ
ଉଦାହରଣ : ଶ୍ୟାମ ଡାହାଣ ହାତର ପାଞ୍ଚଟି ଯାକ ଆଙ୍ଗୁଳିରେ ମୁଦି ପିନ୍ଧିଥାଏ
ସମକକ୍ଷ : ଅଙ୍ଗୁଠି, ମୁଦ୍ରିକା
उँगली में पहनने का एक प्रकार का आभूषण।
Jewelry consisting of a circlet of precious metal (often set with jewels) worn on the finger.
ଅର୍ଥ : ଗୋଟିଏ ପ୍ରକାରର ଗୋଲ ସାଧାମୁଦି
ଉଦାହରଣ : ଶ୍ୟାମା କାଣୀଆଙ୍ଗୁଠିରେ ରୂପାର ମୁଦି ପିନ୍ଧିଛି
एक प्रकार की गोल सादी अँगूठी।
ଅର୍ଥ : ହାତ ଆଙ୍ଗୁଠିରେ ପିନ୍ଧୁଥିବା ଏକ ପ୍ରକାର ମୁଦି
ଉଦାହରଣ : ତାର ମୁଦିର କାଚ ଚମକୁଛି
ସମକକ୍ଷ : ଅଙ୍ଗୁଷ୍ଠି
हाथ के अँगूठे की एक प्रकार की मुँदरी।
A small metal cap to protect the finger while sewing. Can be used as a small container.
ସଂସ୍ଥାପନ କରନ୍ତୁ