ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମୁଚୁକୁନ୍ଦ ନାମକ ବୃକ୍ଷର ଫୁଲ
ଉଦାହରଣ : ଔଷଧ ରୂପରେ ମୁଚୁକୁନ୍ଦ ଫୁଲର ବ୍ୟବହାର ହୋଇଥାଏ
ସମକକ୍ଷ : ମୁଚୁକୁଂଦ ଫୁଲ, ମୁଚୁକୁନ୍ଦ, ମୁଚୁକୁନ୍ଦ ଫୁଲ
मुचुकुंद नाम के वृक्ष का फूल।
Reproductive organ of angiosperm plants especially one having showy or colorful parts.
ଅର୍ଥ : ଏକ ପ୍ରକାରର ବୃକ୍ଷ
ଉଦାହରଣ : ମୁଚୁକୁନ୍ଦର ଛାଲି ଏବଂ ଫୁଲ ଔଷଧ ତିଆରି କାମରେ ଆସେ
ସମକକ୍ଷ : ମୁଚୁକୁନ୍ଦ
एक प्रकार का वृक्ष जिसके फूल में पाँच छः अंगुल लंबे और लगभग एक अंगुल चौड़े सफेद दल होते हैं।
Indian tree having fragrant nocturnal white flowers and yielding a reddish wood used for planking. Often grown as an ornamental or shade tree.
ଅର୍ଥ : ମାନ୍ଧାତାଙ୍କ ଜଣେ ପୁତ୍ର ଯାହାଙ୍କର ନେତ୍ରାଗ୍ନିରେ କାଳଯବନ ଭସ୍ମ ହୋଇଯାଇଥିଲା
ଉଦାହରଣ : ଭାଗବତରେ ମୁଚୁକୁନ୍ଦଙ୍କ ବର୍ଣ୍ଣନା ଦେଖିବାକୁ ମିଳେ
ସମକକ୍ଷ : ମୁଚକୁଂଦ, ମୁଚକୁନ୍ଦ, ମୁଚୁକୁନ୍ଦ
मांधाता के एक पुत्र जिनकी नेत्राग्नि से कालयवन भस्म हो गया था।
An imaginary being of myth or fable.
ସଂସ୍ଥାପନ କରନ୍ତୁ