ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଗୁର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଗୁର   ବିଶେଷ୍ୟ

ଅର୍ଥ : କାଠର ବଡ଼ ହାତୁଡ଼ି

ଉଦାହରଣ : କୁମ୍ଭାର ବଡ଼ କାଠହାତୁଡ଼ିରେ ମାଟି ଭାଙ୍ଗି ଗୁଣ୍ଡକରୁଛି

ସମକକ୍ଷ : ବଡ଼ କାଠହାତୁଡ଼ି

काठ का बड़ा हथौड़ा।

कुम्हार मुँगरे से मिट्टी फोड़ रहा है।
मुँगरा, मुंगरा, मुगरा, मोंगरा

A tool resembling a hammer but with a large head (usually wooden). Used to drive wedges or ram down paving stones or for crushing or beating or flattening or smoothing.

beetle, mallet

ଅର୍ଥ : ଛୋଟ କାଠ ନିର୍ମିତ ହାତୁଡ଼ି

ଉଦାହରଣ : ରାଜମିସ୍ତ୍ରୀ ଚେପଟା ମୁଗୁର ବ୍ୟବହାର କରନ୍ତି

ସମକକ୍ଷ : ଛୋଟ କାଠହାତୁଡ଼ି

छोटा मुँगरा।

राजमिस्त्री चपटी मुँगरी का उपयोग करते हैं।
मुँगरी, मुंगरी, मुगरी

ଅର୍ଥ : କାଠର ଏକ ପ୍ରକାର ବଡ ହାତୁଡ଼ି

ଉଦାହରଣ : ଚାଷୀ ପଡ଼ିଆରେ ମୁଗୁର ସାହାଯ୍ୟରେ ଖୁଣ୍ଟ ପୋତୁଛି