ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଖ୍ୟନାୟିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଖ୍ୟନାୟିକା   ବିଶେଷ୍ୟ

ଅର୍ଥ : ସାହିତ୍ୟଆଦିରେ ସେହି ମହିଳା ଯାହାର ଚରିତ୍ର କୌଣସି କାବ୍ୟ, ନାଟକଆଦିରେ ମୁଖ୍ୟରୂପରେ ଥାଏ

ଉଦାହରଣ : ଏହି ନାଟକର କାହାଣୀ ନାୟିକାକୁ କେନ୍ଦ୍ର କରି ଚାରିପଟେ ଘୁରୁଛି

ସମକକ୍ଷ : ନାୟିକା, ପ୍ରଧାନ ନାୟିକା, ମୁଖ୍ୟପାତ୍ରୀ, ହିରୋଇନ୍

साहित्य आदि में वह महिला जिसका चरित्र किसी काव्य, नाटक, आदि में मुख्य रूप से आया हो।

इस नाटक की कहानी नायिका के इर्द-गिर्द ही घूमती है।
नायिका, प्रधान पात्रा, हीरोइन

The main good female character in a work of fiction.

heroine