ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଖ୍ୟଦ୍ୱାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଖ୍ୟଦ୍ୱାର   ବିଶେଷ୍ୟ

ଅର୍ଥ : ନଗର ବା ଦୁର୍ଗର ମୁଖ୍ୟ ଦ୍ୱାର

ଉଦାହରଣ : ଏହି ମହଲର ସିଙ୍ଗିଦୁଆର ମେଳଣ ସମୟରେ ସଜ୍ଜିତ କରାଯାଏ

ସମକକ୍ଷ : ଗୋପୁର, ସିଙ୍ଗିଦୁଆର

नगर, मन्दिर या बड़े किले आदि का ऊँचा, बड़ा और मुख्य द्वार।

इस महल का गोपुर मेले के समय सजाया जाता है।
गोपुर, सिंहद्वार, सिंहपौर

A grand and imposing entrance (often extended metaphorically).

The portals of the cathedral.
The portals of heaven.
The portals of success.
portal

ଅର୍ଥ : କୌଣସି ଘର ବା ପରିସରର ସବୁଠୁ ପ୍ରମୁଖ ବା ବାହାର ଦ୍ୱାର

ଉଦାହରଣ : ଏହା ଏହି କିଲାର ମୁଖ୍ୟଦ୍ୱାର

ସମକକ୍ଷ : ମୁଖ୍ୟ ଫାଟକ, ମୁଖ୍ୟକବାଟ, ମୁଖ୍ୟପ୍ରବେଶପଥ

किसी भवन, घेरे आदि का सबसे प्रमुख या बाहरी द्वार।

यह इस किले का मुख्य द्वार है।
मुख्य दरवाज़ा, मुख्य द्वार, मुख्यद्वार

Something that provides access (to get in or get out).

They waited at the entrance to the garden.
Beggars waited just outside the entryway to the cathedral.
entrance, entranceway, entree, entry, entryway