ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁକ୍ତ ପବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁକ୍ତ ପବନ   ବିଶେଷ୍ୟ

ଅର୍ଥ : ପ୍ରଦୂଷଣ ରହିତ ବାୟୁ

ଉଦାହରଣ : ବୃଦ୍ଧିପ୍ରାପ୍ତ ପ୍ରଦୂଷଣ କାରଣରୁ ମୁକ୍ତପବନ ପ୍ରାପ୍ତି ଦୁର୍ଲ୍ଲଭ ହୋଇଗଲାଣି

ସମକକ୍ଷ : ଶୁଦ୍ଧପବନ, ସ୍ୱଚ୍ଛ ବାୟୁ

प्रदूषण रहित वायु।

बढ़ते हुए प्रदूषण के कारण शुद्ध हवा मिलना दुर्लभ हो गया है।
खुली हवा, ताज़ी हवा, ताजी हवा, शुद्ध वायु, शुद्ध हवा, स्वच्छ वायु, स्वच्छ हवा