ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୀନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୀନ   ବିଶେଷ୍ୟ

ଅର୍ଥ : ଏକ ଜଳଜନ୍ତୁ ଯାହାର ଶରୀର ଉପରେ କାତି ଥାଏ ଏବଂ ଶ୍ୱାସ ନେବାପାଇଁ ଗାଲିସି ଥାଏ

ଉଦାହରଣ : ମାଛଧରାଳିମାନେ ସମୁଦ୍ରରେ ମାଛ ଧରୁଛନ୍ତି

ସମକକ୍ଷ : ମତ୍ସ୍ୟ, ମାଛ

एक जलजन्तु जिसके शरीर पर शल्क पाए जाते हैं और साँस लेने के लिए गलफड़ होते हैं।

मछुआरे समुद्र में मछली पकड़ रहे हैं।
जलबंधु, जलबन्धु, झष, पृथुलोमा, बाड़स, मच्छी, मछली, मत्स्य, माही, मीन, शतबलि, शेव, सकली

Any of various mostly cold-blooded aquatic vertebrates usually having scales and breathing through gills.

The shark is a large fish.
In the living room there was a tank of colorful fish.
fish

ଅର୍ଥ : ବାର ରାଶିମାନଙ୍କ ମଧ୍ୟରୁ ଶେଷ ଯେଉଁଥିରେ ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ଓ ରେବତୀ ନକ୍ଷତ୍ର ଅଛନ୍ତି

ଉଦାହରଣ : ତାଙ୍କର ମୀନ ରାଶି

ସମକକ୍ଷ : ମୀନରାଶି

बारह राशियों में से अंतिम जिसमें पूर्व भाद्रपद, उत्तर भाद्रपद और रेवती नक्षत्र हैं।

वह मीन राशि का है।
अंत्यभ, अन्त्यभ, झष, पृथुलोमा, मीन, मीन राशि, मीनराशि

The twelfth sign of the zodiac. The sun is in this sign from about February 19 to March 20.

fish, pisces, pisces the fishes

ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ ମୀନରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ମୀନରାଶିରେ ଥାଏ

ଉଦାହରଣ : ମୀନରାଶିପାଇଁ ଏବର୍ଷ ଫଳଦାୟକ ରହିବ

ସମକକ୍ଷ : ମୀନରାଶି

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मीनराशि में हो।

मीनराशिवालों के लिए यह वर्ष फलदायी रहेगा।
मीन राशिवाला, मीनराशिवाला

(astrology) a person who is born while the sun is in Pisces.

fish, pisces