ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଷ୍ଟ ଭାଷଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଷ୍ଟ ଭାଷଣ   ବିଶେଷ୍ୟ

ଅର୍ଥ : ଯେଉଁ ଭାଷଣ ମଧୁର ବା ଶୁଣିବାକୁ ଭଲଲାଗେ

ଉଦାହରଣ : ନେତାଜଣଙ୍କ ମିଠା ଭାଷଣଦ୍ୱାରା ଶ୍ରୋତାମାନଙ୍କ ହୃଦୟ ଜୟ କରିନେଲେ

ସମକକ୍ଷ : ମଧୁର ଭାଷଣ, ମିଠା ଭାଷଣ

वह भाषण जो मधुर हो या सुनने में अच्छा लगे।

नेता ने मिष्ट भाषण द्वारा श्रोताओं का दिल जीत लिया।
मधुर भाषण, मिष्ट भाषण, मृदु भाषण, सुभाषण

A speech that is open to the public.

He attended a lecture on telecommunications.
lecture, public lecture, talk