ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଳନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଳନୀ   ବିଶେଷ୍ୟ

ଅର୍ଥ : ବିବାହ ସମୟର ଯେଉଁ ପରମ୍ପରା ଅନୁସାରେ ବର ଏବଂ କନ୍ୟା ପକ୍ଷର ଲୋକଙ୍କ ମଧ୍ୟରେ ପରସ୍ପର ଆଲିଙ୍ଗନ ପରେ କନ୍ୟା ପକ୍ଷର ଲୋକଙ୍କ ଦ୍ବାରା ବରପକ୍ଷ ଲୋକଙ୍କୁ କିଛି ଧନ ଭେଟି ଦିଅନ୍ତି

ଉଦାହରଣ : କକା ବରଯାତ୍ରୀ ମାନଙ୍କୁ ମିଳନୀରେ ପାଞ୍ଚପାଞ୍ଚଶହ ଟଙ୍କା ଦେଲେ

विवाह के समय की वह रस्म जिसमें वर और कन्या पक्ष के लोग आपस में गले मिलते हैं तथा कन्या-पक्ष के लोग वर-पक्ष के लोगों को कुछ धन भेंट करते हैं।

चाचाजी ने बरातियों को मिलनी में पाँच-पाँच सौ रुपए दिए।
मिलनी

A specific practice of long standing.

custom, tradition

ଅର୍ଥ : ବିବାହ ସମୟର ଯେଉଁ ପରମ୍ପରା ଅନୁସାରେ ବର ଏବଂ କନ୍ୟା ପକ୍ଷର ଲୋକଙ୍କ ମଧ୍ୟରେ ପରସ୍ପର ଆଲିଙ୍ଗନ ପରେ କନ୍ୟା ପକ୍ଷର ଲୋକଙ୍କ ଦ୍ବାରା ବରପକ୍ଷ ଲୋକଙ୍କୁ ଦିଆ ଯାଉଥିବା ଧନ

ଉଦାହରଣ : ମିଳନୀ ପାଇ ବରଯାତ୍ରୀ ବହୁତ ଖୁସି ଥିଲେ

विवाह के समय की एक रस्म में वर और कन्या पक्ष के लोगों के आपस में गले मिलने के बाद कन्या-पक्ष के लोगों द्वारा वर-पक्ष के लोगों को दिया जाने वाला धन।

मिलनी पाकर बराती बहुत खुश थे।
मिलनी

Wealth reckoned in terms of money.

All his money is in real estate.
money