ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମିଥ୍ୟାଭିଯୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମିଥ୍ୟାଭିଯୋଗ   ବିଶେଷ୍ୟ

ଅର୍ଥ : କାହାରି ଉପରେ ମିଥ୍ୟାରେ ଲଗାଯାଇଥିବା ଆରୋପ

ଉଦାହରଣ : ହାବିଲଦାର ଅଜିତସିଂହଙ୍କ ଉପରେ ଲାଞ୍ଚ ନେବାର ମିଥ୍ୟାଭିଯୋଗ ଲାଗିଛି

ସମକକ୍ଷ : ମିଥ୍ୟା ଆରୋପ

किसी पर झूठ-मूठ लगाया हुआ आरोप।

हवलदार अजितसिंह पर घूस लेने का मिथ्याभियोग लगा है।
इफतरा, इफ़तरा, इफ़्तरा, इफ़्तिरा, इफ्तरा, इफ्तिरा, झूठा आरोप, तोहमत, मिथ्या आरोप, मिथ्याभियोग