ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଡ଼ଖିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଡ଼ଖିଆ   ବିଶେଷଣ

ଅର୍ଥ : ଯେ ଅନେକଥର ମାଡ଼ ଖାଇଲାଣି

ଉଦାହରଣ : ମାଡ଼ୁଆ ମୋହନାକୁ ପୁଣି ପୁଲିସ୍‌ ଧରି ନେଇଗଲାଣି

ସମକକ୍ଷ : ମାଡ଼ୁଆ

जिसने कई बार मार खाई हो।

मरायल मोहना को फिर पुलिस पकड़ कर ले गई।
मरायल

ଅର୍ଥ : ଯେ ବରାବର ପିଟାଖାଏ

ଉଦାହରଣ : ମାଡ଼ୁଆ ରମେଶ ଦିନତମାମ ମାଡ଼ ଖାଉଛି କିନ୍ତୁ ନିଜର ଅଭ୍ୟାସ ପରିବର୍ତ୍ତନ କରୁନାହିଁ

ସମକକ୍ଷ : ମାଡ଼ୁଆ

जो बराबर पिटता रहता हो।

पिट्टू रमेश दिनभर मार खाता रहता है पर अपनी आदत से बाज नहीं आता है।
पिट्टू