ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାସ୍ତୁଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାସ୍ତୁଲ   ବିଶେଷ୍ୟ

ଅର୍ଥ : ବଡ଼ ନୌକାର ମଝିରେଥିବା ସେହି କାଠଗଣ୍ଡି ଯେଉଁଥିରେ ପାଲ ବନ୍ଧାଯାଏ

ଉଦାହରଣ : ଜୋରରେ ପବନହେବା କାରଣରୁ ନାଆର ଦୁର୍ବଳ ମାସ୍ତୁଲ ଭାଙ୍ଗିଗଲା

ସମକକ୍ଷ : କୂପକ, ଦଂଡ, ଦଣ୍ଡ

बड़ी नावों के बीच का वह लट्ठा जिसमें पाल बाँधते हैं।

तेज़ हवा के कारण नाव का कमज़ोर मस्तूल टूट गया।
कूपक, दंड, दण्ड, मस्तूल

A vertical spar for supporting sails.

mast