ଅର୍ଥ : ଛଅଟି ବର୍ଣ୍ଣକୁ ନେଇ ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ମାଳତୀର ପ୍ରତ୍ୟେକ ପାଦରେ ଦୁଇଟି ଜଗଣ ଥାଏ
ଅର୍ଥ : ସୁଗନ୍ଧିତ ଫୁଲର ଏକ ଗଛ
ଉଦାହରଣ :
ସାଧୁ ମହାରାଜା ନିଜ କୁଡିଆ ଚାରିପଟେ ମାଳତୀ ଫୁଲ ଲଗେଇଛନ୍ତି
ଅର୍ଥ : ଏକ ଘନ ଲତା ଯାହାର ଫୁଲ ବହୁତ ଭଲ ଲାଗେ
ଉଦାହରଣ :
ଆମ ଫୁଲବଗିଚାରେ ମାଳତୀ ମଧ୍ୟ ଲାଗିଛି
ଅର୍ଥ : ବାରଟି ବର୍ଣ୍ଣକୁ ନେଇ ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ମାଳତୀର ପ୍ରତ୍ୟେକ ଚରଣରେ କ୍ରମରେ ନଗଣ, ଜଗଣ, ଜଗଣ ଏବଂ ରଗଣ ଥାଏ
ଅର୍ଥ : ଜାଇ ଭଳି ଏକ ପ୍ରକାରର ଲତାରେ ଫୁଟୁଥିବା ଫୁଲ
ଉଦାହରଣ :
ବଗିଚାରେ ମାଳତୀ ବହୁତ ମହକୁଛି
ଅର୍ଥ : ଛୋଟ ଧଳା ରଙ୍ଗର ଫୁଲ ଯାହା ବହୁତ ସୁବାସିତ
ଉଦାହରଣ :
ତାଙ୍କ ଘର ସାମ୍ନାରେ ଚାଲି ଗଲାବେଳେ ମାଳତୀ ଫୁଲର ବାସ୍ନା ଆସେ
ସମକକ୍ଷ : ନବମାଳିକା