ଅର୍ଥ : ପଶ୍ଚିମ ବଙ୍ଗର ଏକ ଜିଲ୍ଲା
ଉଦାହରଣ :
ମାଲଦା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଇଙ୍ଗଲିଶ ବଜାରରେ ଅବସ୍ଥିତ
ସମକକ୍ଷ : ମାଲଦା ଜିଲ୍ଲା
ଅର୍ଥ : ମାଲଦାରେ ହେଉଥିବା ଏକ ପ୍ରକାର କଲମୀ ଆମ୍ବ
ଉଦାହରଣ :
ମାଲଦା ଆମ୍ବ ବହୁତ ମିଠା ଲାଗେ
ସମକକ୍ଷ : ମାଲଦହ ଆମ୍ବ, ମାଲଦହୀୟା ଆମ୍ବ, ମାଲଦା ଆମ୍ବ