ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନ୍ଦାବସ୍ଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନ୍ଦାବସ୍ଥା   ବିଶେଷ୍ୟ

ଅର୍ଥ : ଅର୍ଥଶାସ୍ତ୍ର ଅନୁସାରେ ବଜାରର ଏହି ଅବସ୍ଥା ଯେଉଁଥିରେ ଲୋକଙ୍କ କିଣିବାର କ୍ଷମତା କମିବା କାରଣରୁ ବସ୍ତୁର ବିକ୍ରି କମିବାରେ ଲାଗେ

ଉଦାହରଣ : ମାନ୍ଦାବସ୍ଥାର ପ୍ରଭାବ ଗ୍ରାହାକ ଏବଂ ବିକ୍ରେତା ଦୁହିଁଙ୍କ ଉପରେ ପଡିଥାଏ

अर्थ-शास्त्र में बाजार की वह स्थिति जिसमें लोगों की क्रय शक्ति कम होने के कारण चीजों की बिक्री घटने लगती है।

मंदी का असर ग्राहक एवं विक्रेता दोनों पर पड़ता है।
नरमी, नर्मी, मंदी, मन्दी

A long-term economic state characterized by unemployment and low prices and low levels of trade and investment.

depression, economic crisis, slump

ଅର୍ଥ : ଗୁଣ, ଯୋଗ୍ୟତା, ତୀବ୍ରତା ବା ସାମାନ୍ୟ ଅବସ୍ଥା ଆଦିରେ କମ ହେବାର କାରଣ

ଉଦାହରଣ : ୟୁରୋପୀୟ ବଜାରରେ ମାନ୍ଦା ଅବସ୍ଥା ନେଇ ଭାରତୀୟ ବଜାରରେ ମଧ୍ୟ ମାନ୍ଦାବସ୍ଥା ଦେଖାଦେଇଛି

गुण, योग्यता, तीव्रता या सामान्य अवस्था आदि में कम होने की अवस्था।

यूरोपी बाजारों से मिल रहे कमजोरी के समाचारों के कारण भारतीय बाजार में भी मंदी छा गई है।
कमजोरी

The condition of being financially weak.

The weakness of the dollar against the yen.
weakness