ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାନବ ନିର୍ମିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାନବ ନିର୍ମିତ   ବିଶେଷ୍ୟ

ଅର୍ଥ : ମଣିଷଦ୍ୱାରା ତିଆରି ହୋଇଥିବା ବସ୍ତୁ

ଉଦାହରଣ : ଏହା ମୋଗଲକାଳୀନ ମାନବ କୃତି

ସମକକ୍ଷ : ମାନବ କୀର୍ତ୍ତି, ମାନବ କୃତବସ୍ତୁ, ମାନବ କୃତି

मानव द्वारा बनाई या तैयार की हुई वस्तु।

यह मुगलकालीन मानव कृति है।
कृत्रिम वस्तु, मानव कृति, मानव निर्मित वस्तु, मानव-कृत वस्तु, मानव-कृति, मानवकृति

A man-made object taken as a whole.

artefact, artifact

ମାନବ ନିର୍ମିତ   ବିଶେଷଣ

ଅର୍ଥ : ମଣିଷଦ୍ୱାରା ନିର୍ମିତ ବା ତିଆରି ହୋଇଥିବା

ଉଦାହରଣ : ଟେବୁଲ, ଚେୟାରଆଦି ମାନବ ନିର୍ମିତ ବସ୍ତୁ

ସମକକ୍ଷ : ମାନବ କୃତ, ମାନବ ରଚିତ

जो प्राकृतिक ना हो। मानव द्वारा निर्मित या बनाया हुआ।

चारपाई, मूढ़ा आदि कृत्रिम वस्तुएँ हैं।
आर्टिफिशल, आर्टीफिशल, कृत्रिम, मानव कृत, मानव निर्मित, मानव रचित, मानव-कृत, मानव-निर्मित, मानवकृत, मानवनिर्मित

Not arising from natural growth or characterized by vital processes.

artificial