ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଦଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଦଳ   ବିଶେଷ୍ୟ

ଅର୍ଥ : ବଙ୍ଗଳାରେ କୀର୍ତ୍ତନ କରିବା ବେଳେ ପଖୋଜ ଭଳି ବଜାଉଥିବା ଏକ ପ୍ରକାର ବାଜା

ଉଦାହରଣ : କାଳୀ ପୂଜା ଦିନ ଲୋକେ କୀର୍ତ୍ତନ ଗାଇବା ସମୟରେ ମାଦଳ ବଜାଉଥିଲେ

बंगाल में कीर्तन आदि में बजाया जाने वाला पखावज की तरह का एक बाजा।

काली पूजा के दिन लोग कीर्तन गाते समय मादल बजा रहे थे।
मादर, मादल, मार्दल

ଅର୍ଥ : ହାତ ଗୋଡ଼ ନଥିବା ଗଣ୍ଡି

ଉଦାହରଣ : ଯୁଦ୍ଧକ୍ଷେତ୍ରରେ କେତେକ ମାଦଳ ପଡ଼ିଥିଲେ

बिना हाथ पैर का धड़।

युद्ध क्षेत्र में कई अगंड पड़े हुए थे।
अगंड, अगण्ड