ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାତୃକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାତୃକା   ବିଶେଷ୍ୟ

ଅର୍ଥ : ତାନ୍ତ୍ରିକମାନଙ୍କର ବ୍ରାହ୍ମୀ ଆଦି ସାତ ଦେବୀଗଣ

ଉଦାହରଣ : ତାନ୍ତ୍ରିକ ଶ୍ମଶାନରେ ମାତୃକାଙ୍କ ପୂଜା କରୁଛି

तांत्रिकों की ब्राह्मी आदि सात देवियाँ।

श्मशान में तांत्रिक मातृका की पूजा कर रहा है।
मातृका

A female deity.

goddess

ଅର୍ଥ : ବର୍ଣ୍ଣମାଳାର ଯେଉଁ ଚାରି ଅକ୍ଷର ତାନ୍ତ୍ରିକମାନେ ଦେବୀ ରୂପେ ପୂଜା କରନ୍ତି

ଉଦାହରଣ : ତାନ୍ତ୍ରିକ ମାତୃକା ପୂଜାରେ ବ୍ୟସ୍ତ ଅଛନ୍ତି

वर्णमाला के वे चार अक्षर जिनका तांत्रिक लोग देवी के रूप में पूजा करते हैं।

तांत्रिक मातृका की पूजा में व्यस्त है।
मातृका

ଅର୍ଥ : ଥୋଡ଼ିଉପରେ ଥିବା ଆଠଟି ବିଶିଷ୍ଟ ସ୍ନାୟୁ

ଉଦାହରଣ : ବୈଦ୍ୟ ମାତୃକାର ଯାଞ୍ଚ କରୁଛି

ठोड़ी पर की आठ विशिष्ट नसें।

वैद्य मातृका की जाँच कर रहा है।
मातृका