ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଣ୍ଡିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଣ୍ଡିଆ   ବିଶେଷ୍ୟ

ଅର୍ଥ : ଯେଉଁ ଗଛର ମୋଟା ଧାନ ବା ଶସ୍ୟକୁ ଖାଆନ୍ତି

ଉଦାହରଣ : ବିଲରେ ମାଣ୍ଡିଆ ଲହଲହ ହେଉଛି

एक पौधा जिसका मोटा अन्न खाया जाता है।

खेत में मड़ुआ लहलहा रहा है।
गंध-पत्र, गन्ध-पत्र, मड़ुआ, मड़ुवा, मरुआ, मरुवा, मर्कटक, स्थूलांशी

East Indian cereal grass whose seed yield a somewhat bitter flour, a staple in the Orient.

african millet, coracan, corakan, eleusine coracana, finger millet, kurakkan, ragee, ragi

ଅର୍ଥ : ଏକ ପ୍ରକାରର ମୋଟା ଶସ୍ୟ

ଉଦାହରଣ : ପ୍ରାଚୀନ କାଳରେ ଅକାଳରେ ଲୋକମାନଙ୍କୁ ମାଣ୍ଡିଆ ମଧ୍ୟ ମିଳୁ ନଥିଲା

एक प्रकार का मोटा अन्न।

पुराने समय में अकाल के दिनों में लोगों को मँड़ुआ तक नसीब नहीं होता था।
चरका, मँड़ुआ, मड़ुआ, मड़ुवा, मरुआ, मरुवा, मर्कटक, रागी

Small seed of any of various annual cereal grasses especially Setaria italica.

millet