ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଜିଷ୍ଟ୍ରେଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଜିଷ୍ଟ୍ରେଟ   ବିଶେଷ୍ୟ

ଅର୍ଥ : ସେହି ରାଜକୀୟ ଅଧିକାରୀ ଯାହାଙ୍କ ସାମ୍ନାରେ ଅପରାଧଭିତ୍ତିକ ଅଭିଯୋଗ ବିଚାର ଓ ନିଷ୍ପତ୍ତିପାଇଁ ଉପସ୍ଥାପନ କରାଯାଏ ଏବଂ ଯେ ଶାସନ ସମ୍ବନ୍ଧୀୟ କାର୍ଯ୍ୟ ବି କରନ୍ତି

ଉଦାହରଣ : ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତି କାରଣରୁ ଆଜିର କଚେରୀ ବରଖାସ୍ତ ହେଲା

वह राजकीय अधिकारी जिसके सामने अपराधिक अभियोग आदि विचार और निर्णय के लिए उपस्थित किए जाते हैं और जो शासन-प्रब्ंध के भी कुछ कार्य करता है।

दंडाधिकारी की अनुपस्थिति के कारणा आज की पेशी नहीं हो पाई।
दंडाधिकारी, दण्डाधिकारी, मजिस्ट्रेट, मैजिस्ट्रेट