ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଘୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଘୀ   ବିଶେଷ୍ୟ

ଅର୍ଥ : ମାଘ ମାସର ପୂର୍ଣ୍ଣିମା

ଉଦାହରଣ : ମାଘୀକୁ ମଘା ନକ୍ଷତ୍ରର ଯୋଗ ହୋଇଥାଏ

ସମକକ୍ଷ : କଳିଯୁଗାଦ୍‌ୟା

माघ मास की पूर्णिमा।

माघी को मघा नक्षत्र का योग होता है।
कलियुगाद्या, माघी

ମାଘୀ   ବିଶେଷଣ

ଅର୍ଥ : ମାଘ ମାସରେ ପଡ଼ୁଥିବା

ଉଦାହରଣ : ରମେଶର ଜନ୍ମ ମାଘୀ ଅମାବସ୍ୟାରେ ହୋଇଥିଲା

माघ मास में पड़नेवाला।

रमेश का जन्म माघी अमावस्या को हुआ था।
माघी