ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଗଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଗଣ   ବିଶେଷ୍ୟ

ଅର୍ଥ : କିଛି ପ୍ରାପ୍ତି ଉଦ୍ଦେଶ୍ୟରେ ପ୍ରାର୍ଥନା କରିବାର ପ୍ରକ୍ରିୟା ବା ଅବସ୍ଥା

ଉଦାହରଣ : ଟଙ୍କାପାଇଁ ରାମ ତା ମାଲିକକୁ କରିଥିବା ଅନୁରୋଧ ବ୍ୟର୍ଥ ହୋଇଗଲା

ସମକକ୍ଷ : ଅନୁରୋଧ, ପ୍ରାର୍ଥନା, ଯାଚନା

कुछ पाने के लिए प्रार्थना करने की क्रिया या भाव।

राम की अपने मालिक से पैसों के लिए की गई याचना व्यर्थ हो गई।
अध्येषण, अभियाचना, अभ्यर्थना, अर्थना, अर्दन, अर्दनि, गुजारिश, प्रार्थना, माँग, मांग, याचन, याचना

Reverent petition to a deity.

orison, petition, prayer

ଅର୍ଥ : କାହାର କିଛି ସମୟପାଇଁ କୌଣସି ବସ୍ତୁ ମାଗି ନେବାର କ୍ରିୟା

ଉଦାହରଣ : ଫେରତୁ ମାଗଣ ବଳଦ ନିଜ ଘରକୁ ନେଉଛି

किसी के माँगने पर कुछ समय के लिए कोई वस्तु देने की क्रिया।

फिरतू मँगनी के बैल को अपने घर ले जा रहा है।
मँगनी, मंगनी