ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାଲକ୍ଷ୍ମୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାଲକ୍ଷ୍ମୀ   ବିଶେଷ୍ୟ

ଅର୍ଥ : ଲକ୍ଷ୍ମୀଙ୍କ ଏକ ରୂପ

ଉଦାହରଣ : ସେ ପ୍ରତିଦିନ ମହାଲକ୍ଷ୍ମୀଙ୍କୁ ପୂଜା କରେ

लक्ष्मी का एक रूप।

वह प्रतिदिन महालक्ष्मी की पूजा करता है।
महालक्ष्मी, सांवी, सान्वी

Hindu goddess of fortune and prosperity.

lakshmi

ଅର୍ଥ : ଏକ ପ୍ରକାର ଛନ୍ଦ

ଉଦାହରଣ : ମହାଲକ୍ଷ୍ମୀଙ୍କ ପ୍ରତ୍ୟେକ ଚରଣରେ ତିନି ରଗଣ ରହିଛି

एक प्रकार का छंद।

महालक्ष्मी के प्रत्येक चरण में तीन रगण होते हैं।
महालक्ष्मी

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ନାରାୟଣଙ୍କର ଏକ ଶକ୍ତି

ଉଦାହରଣ : ମହାଲକ୍ଷ୍ମୀଙ୍କ ବିନା ନାରାୟଣ ଅସଂପୂର୍ଣ୍ଣ

नारायण की एक शक्ति।

महालक्ष्मी के बिना नारायण अधूरे हैं।
महालक्ष्मी

A female deity.

goddess

ଅର୍ଥ : ଜଗଦମ୍ବାଙ୍କ ଗୋଟିଏ ରୂପ ଯାହାଙ୍କୁ ଶିବଙ୍କ ପତ୍ନୀ ରୂପେ ଗ୍ରହଣ କରାଯାଏ

ଉଦାହରଣ : ପ୍ରତିଦିନ ସେ ମହାଲକ୍ଷ୍ମୀଙ୍କୁ ପୂଜା କରନ୍ତି

जगदंबा का एक रूप जो शिवपत्नी मानी जाती हैं।

वह नियमित रूप से महालक्ष्मी की पूजा करती है।
महालक्ष्मी

A female deity.

goddess