ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହରଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହରଗ   ବିଶେଷଣ

ଅର୍ଥ : ଯେଉଁଠାରେ ଜିନିଷଗୁଡ଼ିକ ଅଧିକ ଦରରେ ବିକ୍ରି ହୁଏ ବା କୌଣସି ସେବାପାଇଁ ଅଧିକ ମୂଲ୍ୟ ନିଆଯାଏ

ଉଦାହରଣ : ଏହି ଭୋଜନାଳୟର ଖାଦ୍ୟ ମହଙ୍ଗା

ସମକକ୍ଷ : ଦୁର୍ମୂଲ୍ୟ, ମହଙ୍ଗା

जहाँ वस्तुएँ अधिक मूल्य पर बिकती हों या किसी सेवा का अधिक मूल्य लिया जाता हो।

यह भोजनालय महँगा है।
मँहगा, मंहगा, महँगा, महंगा

High in price or charging high prices.

Expensive clothes.
An expensive shop.
expensive

ଅର୍ଥ : ଯାହାର ମୂଲ୍ୟ ଅଧିକ

ଉଦାହରଣ : ଏହି ଶାଢ଼ୀଟି ଟିକେ ମହଙ୍ଗା

ସମକକ୍ଷ : ଚଢ଼ାଦର, ଦାମିକିଆ, ଦାମୀ, ମହଙ୍ଗା

जिसका मूल्य अधिक हो।

यह साड़ी थोड़ी महँगी है।
आँकर, क़ीमती, कीमती, गब्बर, मँहगा, मंहगा, महँगा, महंगा, महार्घ, महार्थक

Having a high price.

Costly jewelry.
High-priced merchandise.
Much too dear for my pocketbook.
A pricey restaurant.
costly, dear, high-priced, pricey, pricy